ବାଣପୁର:(ସେକ୍ କୌସର): ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ବାଣପୁର ବ୍ଲକ ଅଞ୍ଚଳର ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ମାନଙ୍କୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଙ୍କ ତରଫରୁ ଶୁଭେଛା ଓ ଶୁଭକାମନା। ମା"ଲକ୍ଷ୍ମୀ ଙ୍କର ସବୁବେଳେ ଆଶୀର୍ବାଦ ରହିଥାଉ ସବୁ ପ୍ରକାର ସଙ୍କଟ ନାଶ ହେଉଥାଉ ଆପଣଙ୍କର ଜୀବନ ସବୁବେଳେ ଭଲ ରହିଥାଉ ଲକ୍ଷ୍ମୀ ପୂଜା ର ହାର୍ଦ୍ଦିକ ଅଭିନନ୍ଦନ!!!
ରାଜ୍ୟ
ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା।
- Hits: 334








