ହେଡଲାଇନସ୍:

ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା: (ସେକ୍ କୌସର): ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ  ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ  ଉପଲକ୍ଷେ ବାଲୁଗାଁ ର ଜନସାଧାରଣ ଙ୍କୁ ଓ ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ଓ ଛାତ୍ର,ଛାତ୍ରୀ ମାନଙ୍କୁ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଡକ୍ଟର କଳ୍ପନା ଦାଶ ଙ୍କ ତରଫରୁ ଶୁଭେଛା ଓ ଶୁଭକାମନା। ମା"ଲକ୍ଷ୍ମୀ ଙ୍କର ସବୁବେଳେ ଆଶୀର୍ବାଦ ରହିଥାଉ ସବୁ ପ୍ରକାର ସଙ୍କଟ ନାଶ ହେଉଥାଉ ଆପଣଙ୍କର ଜୀବନ ସବୁବେଳେ ଭଲ ରହିଥାଉ ଲକ୍ଷ୍ମୀ ପୂଜା ର ହାର୍ଦ୍ଦିକ ଅଭିନନ୍ଦନ!!!

0
0
0
s2sdefault