ହେଡଲାଇନସ୍:

ସାଂସଦ ମାନସ ମଙ୍ଗରାଜଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜୁ ଜନତା ଦଳ ଦେଇଛି ଆଉ ଏକ ଗୁରୁ ଦାୟିତ୍ୱ. ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ ମଙ୍ଗରାଜଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତି ଦେଇଛି. ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆଜି ଏକ ଦଳୀୟ ପ୍ରେସ ବିବୃତିରେ ଏ ସୂଚନା ଦେଇଛନ୍ତି.

0
0
0
s2sdefault