ହେଡଲାଇନସ୍:

ସାଇବେର୍ଣ୍ଣା ଡୁଙ୍ଗୁରି ରେ ବାବା ସିଦ୍ଧେଶ୍ଵରଙ୍କ ପୂଜା ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :- ବିଜେପୁର ବ୍ଳକ୍ ଅନ୍ତର୍ଗତ ବୁରୋମାଳ ସାଇବେର୍ଣ୍ଣା ଡୁଙ୍ଗୁରି ରେ ରହିଛି ବାବା ସିଦ୍ଧେଶ୍ଵର ଙ୍କ ପୀଠ l ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ଲୋକଙ୍କ ବିଶ୍ବାସ ରହିଛି ଏହି ପୀଠ ଉପରେ l ଶହସ୍ରାଧିକ ଭକ୍ତ ତଥା ଗ୍ରାମବାସୀ ସଙ୍କୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ବିଶାଳ ଶୋଭାଯାତ୍ରା ରେ ପୀଠରେ ପହଞ୍ଚିବା ପରେ ଝାଙ୍କର ଲକ୍ଷପତି ଠେଲା ପୂଜାର୍ଚ୍ଚନା କରିଥିଲେ l ପରେ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

0
0
0
s2sdefault