ହେଡଲାଇନସ୍:

କୁରଜଙ୍ଗା ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଭିନବ ପ୍ରୟାସ ରେ ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ କୁରଜଙ୍ଗା ପଞ୍ଚାୟତରେ ତୃତୀୟ ପର୍ଯ୍ୟାୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  କୁରଜଙ୍ଗା ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କ ର ଶହ ଶହ ସମସ୍ୟା ଶୁଣୁଛି ପ୍ରଶାସନ ।ପଞ୍ଚାୟତ ରେ ପ୍ରଶାସନ ପହଞ୍ଚି ଶ୍ରମିକ ମାନଙ୍କ ପଞ୍ଜିକରଣ ,ସ୍ୱାସ୍ଥ୍ୟ ସେବା, ଭତ୍ତା, ରାସନ କାର୍ଡ ,ପାନୀୟ ଜଳ ଯଥା ଜନ୍ମ ମୃତ୍ୟୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଇଛନ୍ତି । କୁରଜଙ୍ଗା ପଞ୍ଚାୟତର ସରପଞ୍ଚ ଙ୍କ ନେତୃତ୍ୱରେ ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ରେ ଏନେକ ନେତୃବୁନ୍ଦ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

0
0
0
s2sdefault