ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରୁଥିବା ରୋନକ ବାଜପେୟୀ ୬୦୦ରୁ ୫୦୪ ମାର୍କ ରଖି କଲେଜ ଟପର ହୋଇଛନ୍ତି। ସେ ଜଣେ ଶାନ୍ତଶିଷ୍ଟ ଓ ସମୟାନୁବର୍ତ୍ତି କର୍ମଠ ଛାତ୍ର। ସବୁବେଳେ ଉଚ୍ଚାଭିଳାଷ ରଖି ଅଧ୍ୟୟନରେ ମନ ରଖିଥାନ୍ତି। ପରୀକ୍ଷା ଫଳ ପରେ ସେ ଅଧିକ ଆଶା ରଖୁଥିବା ପ୍ରକାଶ କରିଛନ୍ତି । ତାଙ୍କ ବାପା ସାମ୍ବାଦିକ ବିଷ୍ଣୁପ୍ରସାଦ ବାଜପେୟୀ ଓ ମାତା ମୋହିନୀ ବାଜପେୟୀ ପୁଅର ପାସ ଖବର ପାଇ ଖୁସି ବ୍ୟକ୍ତ କରିଛନ୍ତି ।
ରାଜ୍ୟ
ବାଣିଜ୍ୟରେ ରୋନକ ବାଜପେୟୀ କଲେଜ ଟପର
- Hits: 212











