ହେଡଲାଇନସ୍:

ଟ୍ରାକଟର ଧକ୍କାରେ ଜଣେ ଜଣେ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର- ୨୩/୦୩ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଜି ରାତି ୮ ଟା ରେ କାମାକ୍ଷାନଗର ବ୍ଲକ ତୁ ମୁ ସି ହା ଥାନା ସୋ ଗ ର ପଞ୍ଚାୟତ କରବର ଗ୍ରାମ ର ନାକ ଫୋଡ଼ି ନାଏକ ଙ୍କ ପୁଅ ଗେ ଡୁ ନାଏକ (୪୨)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l ଘଟଣା ରୁ ଜଣାଯାଇଛି ଯେ ଗେଡୁ କାମ ସାରି ସାଇକେଲରେ ପଣ୍ଡୁ ଆ ବଜାର ରୁ ଗାଁ କୁ ଫେରୁଥି ବା ସମୟ ରେ ପଣ୍ଡୁ ଆ ବଜାର ରେ ନିର୍ମାଣ ଧୀ ନ ଥିବା ପୂର୍ତ୍ତବିଭାଗ କଂକ୍ରିଟ ରାସ୍ତା ନିକଟରେ ଯାତାୟତ କରୁଥିବା ଗାଡି ଓ ଲୋକ ଙ୍କ ଗହଳି ଯୋଗୁଁ ଭିଡ ଥିଲା l ସେହି ବାଟ ଦେଇ ଗେ ଡୁ ଯିବା ସମୟରେ ରାସ୍ତା କାମ ରେ ନିୟୋଜିତ ପାଣି ଟ୍ରାକଟର ଟି ତା ଉପରେ ଚ ଢ଼ି ଯାଇଥିଲା l ସଙ୍ଗେ ସଙ୍ଗେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ନିଆଯାଇଥିଲେ l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଟ୍ରାଫିକ ନିୟନ୍ତ୍ରଣ ରେ ପୋଲିସ୍ ର ବିଫଳତା ଏବଂ ଠିକାଦାର ଙ୍କ ବେପରୁଆ କାର୍ଯ୍ଯ ପାଇଁ ଆଜି ଗୋଟିଏ ନୀରିହ ଜୀବନ ଚାଲିଗଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

0
0
0
s2sdefault