ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଦୋଳବନ୍ଧ ପାର୍ଶ୍ଵ ସତ୍ୟସାଇ ମନ୍ଦିର ପରିସରରେ ଦଳୋବନ୍ଧ କମିଟି ଆନୁକୁଲ୍ୟରେ ପ୍ରାକ୍ ପ୍ରସ୍ତୁତି ବୈଠକ ମଙ୍ଗଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିନୋଦ ଚନ୍ଦ୍ର ଜେନା , ହରିମୋହନ ପଟ୍ଟନାୟକ , ଅରକ୍ଷିତ ଜେନା , ପ୍ରାଣ ତରାଇ ପ୍ରଭୃତି ଯୋଗ ଦେଇ ନିଜସ୍ଵ ମତବ୍ୟକ୍ତ କରିଥିଲେ। ଆଗାମୀ ୨୦୨୩ ମାର୍ଚ୍ଚ ୩ ତାରିଖ ଠାରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ୬ ଦିନ ଧରି ପୂଜାତ୍ସୋବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।
ରାଜ୍ୟ
ଦଳୋବନ୍ଧ କମିଟି ଆନୁକୁଲ୍ୟରେ ପ୍ରାକ୍ ପ୍ରସ୍ତୁତି ବୈଠକ
- Hits: 320