ହେଡଲାଇନସ୍:

ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପୋଡାପାଡ଼ି ଠାରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 


କାଶୀପୁର / ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ବିଭିନ୍ନ ଶସ୍ତା ରେ ମଧ୍ୟ ସାଧାରଣ ତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ରେ ୭୪ ତମ ସାଧାରଣ ତନ୍ତ ଦିବସ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ପୂର୍ଵତନ ସ୍କୁଲ ସଭାପତି ଶ୍ରୀଯୁକ୍ତ ବିଜୟ ରତ୍ନ ଚୌଧୁରୀ ଏବଂ ଶିକ୍ଷା ଅଧିକାରୀ ସିଆରସି ଶ୍ରୀଯୁକ୍ତ ତ୍ରିନାଥ ମାଝୀ ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ଅର୍ଜୁନ ଝୋଡ଼ିଆ ପତାକା ଉତ୍ତୋଳନ କରିଥିଲେ |

ଏହା ସହ ଜାତି ,ବର୍ଣ୍ଣ ,ଧର୍ମ ନିର୍ବିଶେଷରେ ଦେଶ ଅଗ୍ରଗତି କରୁଥିବା ପ୍ରକାଶ କରିଥିଲେ | ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଅର୍ଜୁନ ଝୋଡ଼ିଆ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମେନୀ ପୂଜାରୀ ଙ୍କ ସହ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ଶ୍ରୀଯୁକ୍ତbଅନନ୍ତ ବରାଳ, ଶ୍ରୀଯୁକ୍ତ ବଟକୃଷ ରାଉତ, ଶ୍ରୀଯୁକ୍ତ ଅରବିନ୍ଦ ଦାସ, ଶ୍ରୀଯୁକ୍ତ ପ୍ରଶାନ୍ତ ହୋତା ଏବଂ ଆଦିତ୍ୟ ବିର୍ଲା କମ୍ପାନୀ ର ଜେନେରାଲ ମ୍ୟାନେଜେର ଶ୍ରୀଯୁକ୍ତ ଦୀପକ ରାଉତ, ଶ୍ରୀଯୁକ୍ତ ବାବୁରାଓ ଯୋଗ ଦେଇଥିଲେ । ସର୍ବା ଶେଷରେ ବାର୍ଷିକ କ୍ରୀଡା ଉର୍ତ୍ସବ ରେ ଖେଳିଥିବା ପିଲାମାନଙ୍କୁ ପୁରସ୍କାର କରାଯାଇଥିଲା

0
0
0
s2sdefault