ହେଡଲାଇନସ୍:

ଗୁଣପୁର ଉପଖଣ୍ଡରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର/ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ଉପଖଣ୍ଡରେ ଶ୍ରୀଯୁକ୍ତ ଲଳିତ କୁମାର କହଁର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଲୋକନାଥ ଦଲବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠି ପୂର୍ବରୁ ସେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଥିଲେ । ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିବା ପରେ ସମସ୍ତ କର୍ମଚାରୀଙ୍କୁ ଭେଟିଥିଲେ । ଗୁଣପୁର ଉପ ଜିଲ୍ଲାପାଳ ଭାବେ ଗୁଣପୁର ଉପଖଣ୍ଡର ଉନ୍ନୟନ କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ ବୋଲି ନିଜ ବ୍ୟକ୍ତବରେ ପ୍ରକାଶ କରିଥିଲେ ।

0
0
0
s2sdefault