ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଲଉଡ଼ିଦର୍ହl, ଧଉରାଭଟା ଛକ ରେ ପୋଲିସ ପକ୍ଷ ରୁ ଚେକିଂ କରାଯାଉଛି l ଛତିଶଗଡ କୁ ଯିବାଆସିବା କରୁଥିବା ସମସ୍ତ ଯାନବାହନ କୁ ଚେକିଙ୍ଗ କରୁଛନ୍ତି l ଯାନବାହନ ରେ କୌଣସି ପ୍ରକାର ର ଆପତ୍ତି ଜନକ ସାମଗ୍ରୀ ନେବା ଆଣିବା କରି ପାରିବେ ନାହିଁ ତେଣୁ କରି ଚେକିଂ ଜୋରସୋର ରେ ଚାଲିଛି l ନିର୍ବାଚନ ଶାନ୍ତିଶୃଙ୍ଖଳା ଯେପରି ହେବ ସେଥିପ୍ରତି ଜଗଦଳପୁର ଥାନା ଅଧିକାରୀ ସୁଷମା କୁଅଁର ଙ୍କ ନିର୍ଦେଶ ରେ କଡାକଡି ଭାବେ ଯାଞ୍ଚ କରାଯାଉଛି l ଜଗଦଳପୁର ଥାନା ଏ ଏସ ଆଇ ଜଗବନ୍ଧୁ ନାୟକ, ପ୍ରଦୀପ ପାଣି, ହାବିଲଦାର ଜିତେନ୍ଦ୍ର ଦାଶ ଓ ସହକର୍ମୀ ଚେକିଙ୍ଗ ରେ ସାମିଲ ରହିଛନ୍ତି l
ରାଜ୍ୟ
ଓଡିଶା ଛତିଶଗଡ ସୀମାନ୍ତ ଅଞ୍ଚଳରେ କଡାକଡି ଚେକିଙ୍ଗ
- Hits: 299