ଭୁବନେଶ୍ୱର:ଗ୍ରାହକଙ୍କୁ ମନ ଖାଇବା ଖାଦ୍ୟର ମହତ୍ୱ ବିଷୟରେ ଶିକ୍ଷା ପ୍ରଦାନ କରିବାଉଦେ୍ଧଶ୍ୟରେକାଲିଫର୍ନିଆର ଆଲମଣ୍ଡ ବୋର୍ଡ ପକ୍ଷରୁ ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍ଇଟିଂ: ଦ ନୁ୍ୟ ମନ୍ତ୍ର ଫର୍ହୋଲିଷ୍ଟିକ ଫ୍ୟାମିଲିହେଲଥ୍’ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଛି । ଆମ ପରିବାରଏବଂ ଆମ ପାଇଁସାମଗ୍ରିକସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁସୁସ୍ଥଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଏହି ଅଧିବେଶନରେ ଜଣାଶୁଣା ଓଡିଆ ସେଲିବ୍ରିଟି, ନୈନା ଦାଶତିୱାରୀ, ଏବଂ ଦିଲ୍ଲୀ ମ୍ୟାକ୍ସ ହେଲଥ କେୟାର ଡାଏଟେଟିକ୍ସର ଆଂଚଳିକ ମୁଖ୍ୟ ରିତିକା ସମାଦାର ଯୋଗ ଦେଇଥିଲେ । ଏହାକୁ ଆରଜେ ଶେଲି ପରିଚାଳନାକରିଥିଲେ ।
ଆମର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆମେ ଦେଖିଥାଉ ସାଧାରଣତଃ ଲୋକେକାମ ଚାପ ଯୋଗୁଁ ବେଳେବେଳେ ଅଧିକ ଖାଇବା ପିଇବା ଦେଖିଥାଉ ।ବେଳେବେଳେଖାଇବାରେ ଦୀର୍ଘଦିନ ଧରି ପରିବର୍ତନ ଆସି ଏହା ଅଭ୍ୟାସରେ ପରିଣତହୋଇଥାଏ ।
ମିଠା ଏବଂ ଚିନିଭତିକ ଖାଦ୍ୟ ପରି ଉଚ୍ଚ କ୍ୟାଲୋରୀ ଯୁକ୍ତଖାଦ୍ୟ ଗ୍ରହଣକରିବା ମଧ୍ୟ ଏକ ନିତ୍ୟବ୍ୟବହାର୍ଯ୍ୟଖାଦ୍ୟରେ ପରିଣତହୋଇଥାଏ । ତେଣୁମାଇଣ୍ଡ ଫୁଲ୍ଇଟିଂ ଜଣଙ୍କର ଖାଦ୍ୟ ଖାଇବା ଅଭ୍ୟାସରେ ନିୟନ୍ତ୍ରଣ ପାଇଁ ଜରୁରୀ ହୋଇ ପଡ଼ିଥାଏ । ମାଇଣ୍ଡ ଫୁଲ୍ଇଟିଂଖାଦ୍ୟ ଖାଇବା ସମୟରେ ସଚେତନତା ବଜାୟ ରଖିବାରେ ସାହାଯ୍ୟ କରେ । ଆଲମଣ୍ଡ ଭଳିଖାଦ୍ୟ ହଜାରହଜାର ବର୍ଷ ଧରିଭାରତୀୟ ପରମ୍ପରା ଏବଂଖାଦ୍ୟ ଅଭ୍ୟାସର ଏକ ଅଂଶ ହୋଇଆସୁଛିଏବଂ ଆୟୁର୍ବେଦ, ୟୁନାନି ଓ ସିଦ୍ଧ ଗ୍ରନ୍ଥରେଏହାରସ୍ୱାସ୍ଥ୍ୟଉପକାରିତାସମ୍ପର୍କରେବହୁଳଭାବରେଉଲ୍ଲେଖକରାଯାଇଛି । ଆଲମଣ୍ଡ ସମ୍ପର୍କରେକେତେକ ତଥ୍ୟ ଅଳ୍ପ ଜଣାଶୁଣାରହିଛି ।ମୁଠାଏ ଆଲମଣ୍ଡ ପୂର୍ଣ୍ଣତାରଭାବନାକୁପ୍ରୋତ୍ସାହିତକରିଥାଏ । ପ୍ରଥମତଃଏହାଖାଇଲେଭୋକକୁ ଦୂରହୋଇଥାଏ ।ଏହା ଆମକୁ କେବଳ ଜଙ୍କ ଫୁଡଖାଇବାଠାରୁ ଦୂରେଇରଖେ ନାହିଁବରଂ ଆମ ଶରୀରକୁ ପୁଷ୍ଟିକରଖାଦ୍ୟ ମଧ୍ୟ ସୁନିଶ୍ଚିତ କରେ ।କାରଣ ଏଥିରେଭିଟାମିନଇ, ମ୍ୟାଗ୍ନେସିୟମ, ପ୍ରୋଟିନ, ରିବୋଫ୍ଲାଭିନ, ଜିଙ୍କଇତ୍ୟାଦି ୧୫ ଟି ପୁଷ୍ଟିକର ଉତ୍ସ ଥାଏ ।
ନିୟମିତ ଆଲମଣ୍ଡ ଖାଇବାର ଉପକାରିତା ବିଷୟରେ ପ୍ୟାନେଲିଷ୍ଟମାନେ କହିଥିଲେ ଯେ ବାଦା, ଏହାପ୍ରୋଟିନର ଉତ୍ସ ଏବଂ ଡାଏଟେରୀ ଫାଇବରରେ ଭରପୁର । ରକ୍ତରେ ଶର୍କରାସ୍ତର ବଜାୟ ରଖିବାରେ ଏହା ସାହାଯ୍ୟ କରିଥାଏ । ଟାଇପ-୨ ମଧୁମେହରୋଗୀଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣରେଉନ୍ନତି ଆଣିବାରେ ଏହାସାହାଯ୍ୟକରିଥାଏ ।କାର୍ବୋହାଇଡ୍ରେଟଖାଦ୍ୟରରକ୍ତରେଶର୍କରା ପ୍ରଭାବକୁଏହା କମ କରିଥାଏ ।ଏହା ଫାଷ୍ଟିଂଇନସୁଲିନ ସ୍ତରକୁ ପ୍ରଭାବିତକରିଥାଏ ।ଜିଙ୍କ, ଫୋଲେଟଏବଂ ଆଇରନପରିପୋଷଣତତ୍ୱ ଏଥିରେ ଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀରସ୍ୱାଭାବିକକାର୍ଯ୍ୟରେସହାୟକହୋଇଥାଏ ।ସୁସ୍ଥଖାଦ୍ୟରଗୁରୁତ୍ୱଉପରେ ଧ୍ୟାନ ଦେଇ ପ୍ୟାନେଲିଷ୍ଟମାନେ ଓଜନ ପରିଚାଳନା, ଟାଇପ-୨ ମଧୁମେହଏବଂହୃଦୟ ସ୍ୱାସ୍ଥ୍ୟଭଳିଜୀବନଶୈଳୀରେ ଦେଖାଦେଉଥିବାଏକାଧିକସମସ୍ୟାବିଷୟରେ ଆଲୋଚନା କରିଥିଲେଏବଂ ଦୈନଦିନ କାର୍ଯ୍ୟର ଏକ ଅଂଶ ଭାବରେମୁଠାଏ ଆଲମଣ୍ଡ ସାମିଲକରିବା ପରିସାମାନ୍ୟ ପରିବର୍ତନ କରିବା ଦ୍ୱାରାସୁସ୍ୱାସ୍ଥ୍ୟବଜାୟରଖିବାରେସହଜହୋଇଥାଏ ।ଏହାସୁସ୍ୱାସ୍ଥ୍ୟସହିତଶରୀରକୁ ଫିଟ୍ରଖିଥାଏ ।ଏହି ଅଧିବେଶନ ମାଧ୍ୟମରେ ପ୍ୟାନେଲିଷ୍ଟମାନେ ସହରରବିଭିନ୍ନ ପରିବାରକୁସ୍ୱାସ୍ଥ୍ୟକରଖାଦ୍ୟ ଅଭ୍ୟାସ ପାଳନ କରିବାଏବଂ ଅନ୍ୟ ବନ୍ଧୁ ତଥା ପରିବାରସଦସ୍ୟଙ୍କୁଏଭଳି ପରିବର୍ତନ ଆଣିବା ପାଇଁପ୍ରେରଣା ଦେବାକୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ, ଉଭୟ ପ୍ୟାନେଲିଷ୍ଟମାନେ କହିଥିଲେ ଯେ ସେମାନେ ଉତ୍ସବରେ ବାଦାମ ମିଠାରେସିପି ମାଧ୍ୟମରେ ବାଦାମଖାଇଥାନ୍ତି । ଖାଦ୍ୟପେୟ ଏବଂ ଜୀବନ ଶୈଳୀରେସୁଧାର ପାଇଁ ପରାମର୍ଶ ଦ୍ୱାରା ପରିବାରମାନେ ଏକ ସ୍ୱାସ୍ଥ୍ୟକର ସ୍ୱାସ୍ଥ୍ୟ ହାସଲ କରିପାରିବେ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଦିଲ୍ଲୀ ମ୍ୟାକ୍ସହେଲଥ କେୟାର ଡାଏଟେଟିକ୍ସର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଲେ, ଭଲ ଖାଦ୍ୟ ଏବଂସ୍ନାକିଂ ଅଭ୍ୟାସ ବିଷୟରେ ସଚେତନତା ଏକ ସୁସ୍ଥ ଜୀବନଶୈଳୀ ହାସଲକରିବା ପାଇଁ ଏକ ପ୍ରମୁଖ ବିଷୟ । ଅଧ୍ୟୟନରୁ ଜଣାପଡିଛି ଯେ ଖାଦ୍ୟକୁନେଇମାନସିକ ଆତ୍ମ-ସଚେତନତାକୁ ବଢ଼ାଇବାଗୁରୁତ୍ୱପୂର୍ଣ୍ଣ ।ଏହା ଉଦାସୀନତା, ଖାଦ୍ୟ ଲୋଭଏବଂ ଓଜନ ହ୍ରାସ ସହିତ ସୁସ୍ଥତା କ୍ଷେତ୍ରରେଉନ୍ନତି ଆଣିଥାଏ । ଲଣ୍ଡନରକିଙ୍ଗକଲେଜରଗବେଷକଙ୍କ ଦ୍ୱାରାକରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଲମଣ୍ଡ ସ୍ନାକିଙ୍ଗରେହୃଦସ୍ପନ୍ଦନ ପରିବର୍ତନଶୀଳତାବୃଦ୍ଧି ପାଇଥାଏ ।ମାନସିକଚାପର ପ୍ରତିକ୍ରିୟା ଦୂରହୋଇଥାଏ ।ସ୍ନାକିଂ ପାଇଁ ଆଲମଣ୍ଡ ବାଦାମ, ବିଭିନ୍ନ ଫଳ, ଏବଂ ପନିପରିବା ପରି ପୁଷ୍ଟିକରଖାଦ୍ୟ ଉପଯୁକ୍ତ । ଆଲମଣ୍ଡ ଉତ୍ସ ଯେପରିକିପ୍ରୋଟିନ, ଭିଟାମିନ ଇ, ମ୍ୟାଗ୍ନେସିୟମ, ରିବୋଫ୍ଲାଭିନ, ଜିଙ୍କଇତ୍ୟାଦି ସହିତଗୁଡ୍ ଫ୍ୟାଟ୍ମାଧ୍ୟମରେ ଶକ୍ତି ଯୋଗାଇବା ପାଇଁବେଶ୍ଜଣାଶୁଣା, ଯାହାସୁସ୍ଥତା ପ୍ରଦାନ ସହିତସ୍ୱାଦିଷ୍ଟମଧ୍ୟ ।
ଏହି ଅବସରରେ ଜଣାଶୁଣା ଓଡିଆସେଲିବ୍ରିଟି, ନୈନା ଦାଶତିୱାରୀକହିଲେ, ଆପଣଙ୍କ ପରିବାରଏବଂ ନିଜସ୍ୱାସ୍ଥ୍ୟ ପାଇଁଜଣେଘରୋଇଜୀବନଶୈଳୀଏବଂଖାଇବା ଅଭ୍ୟାସ ବିଷୟରେଜାଣିବା ଆବଶ୍ୟକ । ଯେକୌଣସି ଅଭ୍ୟାସ ଯାହା ଆପଣଙ୍କର ସ୍ୱାସ୍ଥ୍ୟଲକ୍ଷ୍ୟକୁ ପୂରଣକରେ ନାହିଁ, ଏହାକୁଏଡାଇବାକୁହେବଏବଂ ଆହୁରି ଭଲ, କିଛିସୁସ୍ଥକିମ୍ବା ପୁଷ୍ଟିକରଜିନିଷ ଦ୍ୱାରା ବଦଳାଯିବାଜରୁରୀ । ଉଦାହରଣ ସ୍ୱରୂପ ଯେତେବେଳେମୁଁମୋରଶୁଟିଂ ପାଇଁ ଯାଇଥାଏ, ମୁଁ ଏକ ଛୋଟ ଆଲମଣ୍ଡ ଡବାମୋହ୍ୟାଣ୍ଡବ୍ୟାଗରେରଖିଥାଏ ।କାରଣଏହାକୁସଂରକ୍ଷଣଏବଂବହନ କରିବାସୁବିଧା ଜନକ ।ମୁଁମୋ ପୁଅରମଧ୍ୟାହ୍ନଭୋଜନ ବାକ୍ସରେକିଛି ଫଳ ସହିତକିଛି ଆଲମଣ୍ଡ ଦେଇଥାଏ । ଯାହାକୁସେମଧ୍ୟାହ୍ନବିରତିସମୟରେସହଜରେଖାଇ ପାରିବ ।ମୋ ପରିବାରଏବଂମୁଁ ନିୟମିତଭାବେ ଆଲମଣ୍ଡ ଖାଇବାକୁ ପସନ୍ଦ କରିବାରକାରଣହେଉଛି ଏଥିରେତୃପ୍ତିଗୁଣରହିଛିଏବଂ ଆମକୁ ଦୀର୍ଘସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମରଖିଥାଏ ।ଏହା ମଧ୍ୟ ଆମକୁ ମଧ୍ୟାହ୍ନଭୋଜନ କ୍ଷୁଧା ଉପରେ ଏକ ନିୟନ୍ତ୍ରଣରଖିବାରେସାହାଯ୍ୟକରିଥାଏ । ଦିନସାରାଶକ୍ତି ପ୍ରଦାନ କରିଥାଏ ।ତେଣୁ, ମୁଁ ନିୟମିତଭାବରେମୁଠାଏ ଆଲମଣ୍ଡ ଖାଇବା ନିଶ୍ଚିତ କରିବାକୁସମସ୍ତଙ୍କୁ ଅନୁରୋଧ କରୁଛି ଯାହା ଆପଣ ବହୁସ୍ୱାସ୍ଥ୍ୟଉପକାର ପାଇପାରିବେ ।
ଯଦିଓ ଅଭ୍ୟାସଗୁଡିକ ବଦଳାଇବାକଷ୍ଟକର, ଖାଦ୍ୟପେୟ ଅଭ୍ୟାସକୁ ସଂଶୋଧନକରିବାଏବଂଜୀବନଶୈଳୀରେସଂଶୋଧନ କରିବା ଦୀର୍ଘସ୍ଥାୟୀଭାବେସାମଗ୍ରିକସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ପରିବାରସଦସ୍ୟମାନଙ୍କ ପାଇଁସର୍ବୋତମଉପାୟ ଅବଲମ୍ବନ କରିବାଜରୁର ।ଭାରତରେବୃଦ୍ଧି ପାଉଥିବାକ୍ରୋନିକଏବଂଜୀବନଶୈଳୀରୋଗର ଆଶଙ୍କା ହ୍ରାସକରିବାରେ ମଧ୍ୟ ଏହାସହାୟକହେବ । ଅଳ୍ପ ଖାଦ୍ୟପେୟଏବଂଜୀବନଶୈଳୀରେ ପରିବର୍ତନ ସହିତ ପୁଷ୍ଟିକରଖାଦ୍ୟ ଭାବେ ପ୍ରତିଦିନ ମୁଠାଏ ଆଏମଣ୍ଡ ଆମ ଜୀବନରେ ଏକ ସୁସ୍ଥ ପରିବର୍ତନ ଆଣିପାରିବ ।