ହେଡଲାଇନସ୍:

ଆଜି ସକାଳୁ ପାଇକମାଲ ସମ୍ପୂର୍ଣ୍ଣ ବନ୍ଦ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 


48 ଘଣ୍ଟା ବନ୍ଦ ର ପ୍ରଭାବରେ ଖାଁ ଖାଁ ପାଇକମାଲ

ବରଗଡ :- ଚାରି ଦଫା ଦାବି ନେଇ ପାଇକମାଲ ବନ୍ଦ କୁ ସ୍ୱତଃ ସମ୍ମର୍ଥନ ରେ ପାଇକମାଲ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ସ୍ୱଭାଭିକ ଥିବା ବେଳେ ଅତ୍ୟାବଶ୍ୟକୀୟ ସେବା କୁ ବନ୍ଦ ରୁ ବାଦ ଦିଆଜାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଠାରୁ ଚାରି ଦଫା ଦାବି ନେଇ ପାଇକମାଲ ଅଂଚଳର ଲୋକେ ପାଇକମାଲ ମୁଖ୍ୟ ଛକ ରେ ଧାରଣା ଦେଇଥିଲେ । ଏହି ଧାରଣା ସ୍ଥଳରେ ନିଷ୍ପତ୍ତି ହୋଇଥିଲା ଯେ ଦାବି ପୂରଣ ନିମନ୍ତେ 48 ଘଣ୍ଟା ପର୍ୟ୍ଯନ୍ତ ପାଇକମାଲ ବନ୍ଦ କରାଯିବ । ନିଷ୍ପତ୍ତି କ୍ରମେ ଆଜି ପାଇକମାଲ ବନ୍ଦ ହୋଇଥିବା ବେଳେ କୋଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ବର୍ତମାନ ସୁଦ୍ଧା ସୃଷ୍ଟି ହୋଇ ନାହିଁ ।

0
0
0
s2sdefault