ହେଡଲାଇନସ୍:

ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ଵିଧାୟକ ବିଷ୍ଣ୍ଣୁ ସେଠୀଙ୍କ ଦେହାନ୍ତପରେ ରିକ୍ତ ହୋଇଥିବା ଧାମନଗରର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପନିର୍ବାଚନ  ଅନୁଷ୍ଠିତ ହେବ | ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ  ସେହିମାସ ୧୪ ତାରିଖ ନାମାଙ୍କନରେ ଶେଷ ତାରିଖ ରହିଛି | ଅକ୍ଟୋବର  ୧୭ ନାମଙ୍କର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳ ନଭେମ୍ବର ୩ ତାରିଖ ଦିନ ମତଦାନ ଓ ନଭେମ୍ବର ୬  ତାରିଖଦିନ ମତଗଣନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି 

0
0
0
s2sdefault