ହେଡଲାଇନସ୍:

ବିଜୁ ମହିଳା ଜନତା ଦଳର ବରଗଡ ଜିଲ୍ଲା କମିଟି ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ର ବିଭିନ୍ନ ପଦ ପଦବୀ ପୂରଣ ଚାଲିଛି । ଏହି କ୍ରମରେ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳ ର ମଧ୍ୟ ଜିଲ୍ଲା କମିଟି ତଥା ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ବରଗଡ ପୌରପରିଷଦ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର କମିଟି ଘୋଷଣା କରାଯାଇଛି । ମହିଳା ଜନତା ଦଳ ର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ , ଜିଲ୍ଲା ପର୍ଯ୍ୟବେକ୍ଷିକା ଶ୍ରୀମତୀ ଗୋପା ମହାନନ୍ଦ ଓ ଜିଲ୍ଲା ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତୀ ନୀଳକୁମାରୀ ନାଏକ ଙ୍କ ତତ୍ତ୍ବାବଧାନରେ ଜିଲ୍ଲାର ୧୭ ଗୋଟି ବ୍ଲକ , ଏନ୍ ଏ ସି ଏବଂ ମ୍ୟୁନସିପାଲଟି କମିଟି ଗଠନ କରାଯାଇଛି ।

0
0
0
s2sdefault