କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ ଙ୍କ ରିପୋର୍ଟ୍/ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦେବଗିରୀ ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ମହାବିଦ୍ୟାଳୟ ଠାରେ ଆୟୋଜନ କରାଯାଇଛି।ଏହି ଶିବିରକୁ ଜିଲ୍ଲା ପରିଷଦ ସଭ୍ୟ ତଥା ଦେବଗିରୀ କଲେଜ ସଭାପତି ବି ଭି ପ୍ରସାଦ ରାଓ ଶୁଭ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରକ୍ତ ଦାତାଙ୍କୁ ଉତ୍ସାହ କରିଥିଲେ ରେଙ୍କର ଚନ୍ଦନ ଗୋମାଙ୍ଗ, ଥାନା ଅଧିକାରୀ ମୁକୁନ୍ଦଦେବ ନାୟକ, ଏସ ଆଇ ସଂଜୟ କୁମାର ମୁର୍ମୁ, ଶିବ ପ୍ରସାଦ ସାହୁ, ମଞ୍ଜକୁମାର ପଟ୍ଟନାୟକ, କଲେଜ ପ୍ରିନ୍ସପାଲ ଯୋଗେନ୍ଦ୍ର ଗରଡ଼ା, ନବୀନ ସାହୁ।ଏଥିରେ ରକ୍ତ ଦାନ କରିଥିଲେ ଚନ୍ଦନ ଗୋମାଙ୍ଗ, ସଂଜୟ କୁମାର ମୁର୍ମୁ, ଶିବ ପ୍ରସାଦ ସାହୁ, ଏସ ସାନ୍ତୁ କୁମାର,ଏମ ସୁଧାକର, କାଳିଚରଣ ଚୌଧୁରୀ, ଉମା ସଙ୍କର ଦାସ,ମାର୍କଣ୍ଡ ବୈଠାରୁ, ମହେନ୍ଦ୍ର କୁମାର ଦାସ, ବନମାଳୀ ଶବର, ସୁରେଶ ଚନ୍ଦ୍ର ଭତ୍ରା, ଅଶ୍ଵିନି କୁମାର ଚୌଭାନ,ଗୁଡ଼ଲା ବିବେକାନନ୍ଦ,ପ୍ରଶାନ୍ତ କୁମାର ନାହାକ,ଏମ ଭବାନୀ ଶଙ୍କର, କେ ଗିରି କେ ସନ୍ଦୀପ କୁମାର, ଭି କୌସିକ,ରାମକୃଷ୍ଣ ମଲେଟି, ଦେବେନ୍ଦ୍ର ଶବର, ଅଶୋକ ହିମିରିକା, ମୁକୁନ୍ଦ କାଡ୍ର।କା,ଦିଯ୍ୟଧନ ବିଶାଇ,ସି ରାକେଶ, ଶଶୀଭୂଷଣ ଗୁଡ଼ଲା,ଏନ ରାମଚନ୍ଦ୍ର, ଜେ ଗଣେଶ କୁମାର,ଶଙ୍କର ହିକକା, ଧର୍ମେନ୍ଦ୍ର ବଛା, ଡି, ରାଜେଶ କୁମାର, କେ,ସମର ରାଓ, ପିଣ୍ଟୁ ସେଠି, ବିଜୟ କୁମାର କାଡ୍ର।କା, ଦିଲୀପ କୁମାର ପରିଡା, ଶ୍ରବଣ କୁମାର ମୁନି, ଅଶ୍ଵିନି କ୍ରିସାନ,ଜି ନେରେଶ, ଗଙ୍ଗା ବୈଶାଖ, ଆଦିତ୍ୟ ଚୌଧୁରୀ, ଉଦାଲୁ ମୁରଲୀ, ବିକ ନାଗବଂସ ରକ୍ତ ଦାନ କରିଥିବା ବେଳେ ଜିଲ୍ଲା ରକ୍ତ ଭଣ୍ଡାର ର ଗୌତମ ପଟନାୟକ, ସରଜ କୁମାର ଆଚାର୍ଯ୍ୟ, ବି,କିଶୋର କୁମାର, ଉମାକାନ୍ତ ମିଶ୍ର, ସଙ୍କର ତଦିଙ୍ଗି, ସିଧିନାଥ ସାହୁ ଉପସ୍ଥିତ ରହି ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଅନିରୁଦ୍ଧ ସାମନ୍ତରାୟ, ଗଣେଶ ରାଉତ,ମାନସ ରଞ୍ଜନ ପାଢ଼ୀ, ରମେଶ ପଲକୁଣ୍ଡା, ଦୀପକ କୁମାର ନାଗ, ସୁଶାନ୍ତ କୁମାର ପାଣି,କମିଆ ତିଆକା,ସହଯୋଗ କରିଥିବା ବେଳେ+ ତିନି ମହାବିଦ୍ୟାଳୟ ସମ୍ପାଦକ ଏଙ୍କେଟେସ୍ଵର ପାଢ଼ୀ ପରିଚାଳନା କରିଥିଲେ।
ରାଜ୍ୟ
କଲ୍ୟାଣସିଂହପୁରରେ ରକ୍ତଦାନ ଶିବିର, ୪୧ ୟୁନିଟ ରକ୍ତ ସଂଗ୍ରହ।
- Hits: 344