ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର 1ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେଗୋସିଏବଲ ଇଂସ୍ତ୍ରୁମେଂଟ ଆକ୍ଟ ଆଧାରରେ ସେପ୍ଟେମ୍ବର 1 ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଏହିଦିନ ରାଜ୍ୟର ସରକାରୀ ପ୍ରତିଷ୍ଠାନ, ଅନୁଷ୍ଠାନ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
ରାଜ୍ୟ
ସେପ୍ଟେମ୍ବର 1କୁ ନୂଆଖାଇ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- Hits: 3228