ହେଡଲାଇନସ୍:

ବୌଦ୍ଧ ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ  ନେଲେ ସୀତାଂଶୁ ରାଉତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-08-18-boud.jpg - 19.54 kB

ବୌଦ୍ଧ/ଶିମୁନ ନାୟକ :  ବୌଦ୍ଧଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ ଶିତାଂଶୁ ରାଉତ ବୁଧବାର ଦିନ ଦାୟିତ୍ୱ ନେଇଛନ୍ତି l ବୁଧବାର ଦିନ ସେ ମଧ୍ୟାହ୍ନରେ ଏଡିଏମ୍ ଙ୍କ ଠାରୁ ଦାୟିତ୍ୱ ନେଇଥିବା ଜଣାପଡ଼ିଛି l ପରେ ହରଭଙ୍ଗା ବ୍ଲକ ଗ୍ରସ୍ତ କରି ଶୁକ୍ରବାର ପୁରୁଣାକଟକରେ ହେବାକୁ ଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସମୀକ୍ଷା   କରିଥିଲେ l ଏହା ପୁର୍ବରୁ ଶ୍ରୀ ରାଉତ ବିଡ଼ିଏ ସଚିବ ଦାୟିତ୍ୱରେ ଥିଲେ l

 

 

0
0
0
s2sdefault