ହେଡଲାଇନସ୍:

   ଶିକ୍ଷା ହିଁ ଅଂଚଳ ର ସାମାଜିକ ଓ ଅର୍ଥନୈତିକ ବିକାଶ  କରିଥାଏ  : ନରସିଂହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

07-08-18-bolangir.jpg - 123.13 kB

ବଲାଙ୍ଗୀର/ ନିରୋଜ ମିଶ୍ର : ବରୋଧୀଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର   ଆଜି ସହର ର ପତିତପାବନ ଏକାଡେମୀ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସୁଦୃଶ୍ୟ  ଶ୍ରେଣୀକୋଠା,ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ର ଶ୍ରେଣିକୋଠା ସାଙ୍ଗକୁ ସାଇକଲ ଷ୍ଟାଣ୍ଡ ଓ ବହୁମୂଖୀ ସମୀକ୍ଷାଗୃହ ର ଶୁଭ  ଉଦ୍ଘାଟନ କରିଛନ୍ତି | ଏ ଅବସରରେ ଶ୍ରୀ ମିଶ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଆଲୋଚନା କରିଥିଲେ `| itଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା ବେଳେ  ଜଣା ପଡିଥିଲା ପାଠପଢା  କିମ୍ବା ଅନ୍ୟାନ କାର୍ଯ୍ୟକ୍ରମ ପାଇଁ ଆଉ କିଛି  ଭିତ୍ତିଭୂମିଆବଶ୍ୟକତା ରହିଛି | ସେସବୁ ଭିତ୍ତିଭୂମୀ ଶୀଘ୍ର ପୁରଣ  ହେବ ବୋଲି ନିର୍ଭର ପ୍ରତିଶୃତି ଦେଲେ  ଵିଧାୟକ.ଶ୍ରୀ ମିଶ୍ର |

                                                                

0
0
0
s2sdefault