ହେଡଲାଇନସ୍:

ମାଓ ସପ୍ତାହ ଅବସରରେ ବଭିନ୍ନ ସ୍ଥାନରେ ମୋ ପ୍ରଚାରପତ୍ର : କନ୍ଧମାଳ  ଜିଲାରେ ମାଓବାଦୀ ଜାହିର କଲେ ଉପସ୍ଥିତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଗଗନ ପ୍ରଧାନ/ କନ୍ଧମାଳ 

ମାଓବାଦୀଙ୍କ ସହିଦ  ସପ୍ତାହ  ପାଳନ ଅବସରରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଓ ବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି | ମାଓବାଦୀ ସପ୍ତାହ ପାଳନକୁ  ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି |  ବିଭିନ୍ନ ସମ୍ବେଦନସୀଳ ଅଂଚଳରେ ସୁରକ୍ଷାକରମୀ ମାନେ ଆଲର୍ଟ ରହିଛନ୍ତି | ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡ ଅଂଚଳରେ ମୋ ପୋଷ୍ଟର ଓ ପ୍ରଚାର ପତ୍ର ଦେଖିବାକୁ ମିଳିଛି   | . ପୁଣି  କନ୍ଧମାଳରେ ନିଜର ଉପସ୍ଥିତି ଜାହିର କରିବାକୁ ମାଓବାଦୀମାନେ ଉଦ୍ୟମ କରିଛନ୍ତି .| 

0
0
0
s2sdefault