ହେଡଲାଇନସ୍:

ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷିତା ଯୁବତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷିତା ଯୁବତୀ । ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ନିଜ ପଞ୍ଚାୟତ ତଥା ଅଞ୍ଚଳର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ଯୁବପିଢ଼ି । ଯୁବପିଢ଼ି ଭଲ ପାଠ ପଢି ନିଜ ଭବିଷ୍ୟତ ପାଇଁ ଚାକିରୀ ପଛରେ ଧାଉଥିବା ବେଲେ ରାଜବୋଡାସମ୍ବର ବ୍ଳକ ପୁରେନା ପଞ୍ଚାୟତର ଜଣେ ଶିକ୍ଷିତା ଯୁବତୀ ପଞ୍ଚାୟତର ଉନ୍ନତି ପାଇଁ ରାଜନୀତିରେ ପାଦ ଥାପିଛନ୍ତି । ରାଜବୋଡାସମ୍ବର ବ୍ଳକ ପୁରେନା ପଞ୍ଚାୟତର କୋଡିଏ ବର୍ଷୀୟ ଯଶୋଦା କୁମ୍ଭାର ,ରାଜନୀତି ବିଜ୍ଞାନରେ ସ୍ନାତକ ପରେ ନିଜ ପଞ୍ଚାୟତର ଉନ୍ନତି ପାଇଁ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

0
0
0
s2sdefault