ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳରେ ବଢି ଚାଲିଛି ରନ୍ଧା ମଦ ବିକ୍ରି । ପଦ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଯାଗାରେ ଚଢାଉ ମଧ୍ୟ କରାଯାଉଛି । ଆଜି ପଦ୍ମପୁର ଥାନା ଚାରପାଲି ଗ୍ରାମରେ ଚଢ଼ାଉ କରି ବୁଦ୍ଧଦେବ ବେହେରା ରନ୍ଧା ମଦ ବିକ୍ରି କରୁଥିବା ବେଲେ ପୋଲିସ ଗିରଫ କରିଛି । ବୁଦ୍ଧଦେବ ଠାରୁ ଷାଠିଏ ଲିଟର ରନ୍ଧା ମଦ ଜବତ କରି ପଦ୍ମପୁର ଥାନା କେଶ ନମ୍ବର ୨୦୯ ତା.୧୯/୦୯/୨୦୨୧ ରେ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟ
ରନ୍ଧା ମଦ ଜବତ : ଜଣେ ଗିରଫ
- Hits: 1261