ହେଡଲାଇନସ୍:

ଜେନ ୨® ପ୍ରାଇମଲିଫ୍ଟ ପାଇଁ ଅନଲାଇନ ଅର୍ଡର-ବୁକିଙ୍ଗ ପ୍ରଦାନ କରିବ ଓଟିସ ଇଣ୍ଡିିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ସଂପୂର୍ଣ୍ଣ ଅଲାଇନରେ ଅର୍ଡର-ବୁକିଙ୍ଗ ସକ୍ଷମ କରିବାକୁ ଭୁଲମ୍ବ ପରିବହନ ଉଦ୍ୟୋଗରେ ପ୍ରଥମ ପ୍ରମୁଖମୂଳ ଯନ୍ତ୍ରପାତି ନିର୍ମାତା ହୋଇଛନ୍ତି

- ଗୋଟିଏଓଟିସ ଜେନ୨® ପ୍ରାଇମଲିଫ୍ଟ ଅନୁକୂଳିତ ଏବଂ ଅର୍ଡର କରିବାକୁ ଗ୍ରାହକମାନେ ପ୍ଲାଟଫର୍ମ ବ୍ୟବହାର କରିପାରିବେ ଏବଂ କମ୍ପାନୀର ଡିଜିଟଲ ପୋର୍ଟଲ ମାଧ୍ୟମରେ ଲାଇଭକୋଟ ପାଇ ପାରିବେ

ମୁମ୍ବାଇ - ଓଟିସ ଇଣ୍ଡିଆ ଏକ ଡିଜିଟଲ ପୋର୍ଟଲ ଲଞ୍ଚ କରିଛି | ତେଣୁ ବର୍ତ୍ତମାନ ଗ୍ରାହକମାନେ ଅନଲାଇନରେ ଗୋଟିଏ ଜେନ୨ପ୍ପ ପ୍ରାଇମପାଇଁ ଅର୍ଡର ବୁକକରିପାରିବେ । ଏହି ଡିଜିଟଲ କ୍ଷମତା ଜାରି କରିବାରେ ଭୂଲମ୍ବ ପରିବହନ ଉଦ୍ୟୋଗରେ କମ୍ପାନୀହେଉଛି ପ୍ରଥମ ପ୍ରମୁଖ ମୂଳ ଉପକରଣ ନିର୍ମାତା । ଲିଫ୍ଟ ଏବଂ ଏସ୍କାଲେଟର ନିର୍ମାଣ, ସ୍ଥାପନ ଏବଂସେବା ପାଇଁ Otis Worldwide Corporation (NYSE: OTIS)ବିଶ୍ୱର ଅଗ୍ରଣୀ କମ୍ପାନୀ ଅଟେ ।
କମ୍ପାନୀର ଅନଲାଇନ ପୋର୍ଟଲ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କର ଅର୍ଡର କାଷ୍ଟୋମାଇଜ କରିପାରିବେ,ଗୋଟିଏ ଲାଇଭ କୋଟ ପାଇ ପାରିବେ ଏବଂ ମୋବାଇଲ ଫୋନ କିମ୍ବା ଲାପଟପ’ରୁ ସେମାନଙ୍କର ଲିଫ୍ଟ ବୁକ କରିପାରିବେ । ଥରେ ବୁକିଙ୍ଗ ସମାପ୍ତ ହେବା ପରେ ପୋର୍ଟଲ ଇମେଲ ମାଧ୍ୟମରେ ସ୍ୱୟଂଚାଳିତ ଭାବରେ ଗ୍ରାହକଙ୍କୁ ଏକ ବୁକିଙ୍ଗ ନିଶ୍ଚିତକରଣ ପଠାଏ । ଏହା ପରେ ଓଟିସ ବିକ୍ରୟ ବିଶେଷଜ୍ଞ ଅର୍ଡରକୁ ଅନ୍ତିମ ରୂପ ଦେବାପାଇଁ ଗ୍ରାହକଙ୍କ ସହିତ ଯୋଗାଯୋଗ କରିବେ ଏବଂ ଅର୍ଡର ପୂରଣ ପ୍ରକ୍ରିୟା ଆରମ୍ଭ କରିବେ ।
ଗୋଟେ ଲିଫ୍ଟ ଅନଲାଇନରେ ବୁକ କରି ପାରିବା ପାଇଁ ଉଦ୍ୟୋଗର ପ୍ରଥମ ପୋର୍ଟଲ ଜାରି କରିବା ଆମ ସମସ୍ତଙ୍କପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, “ଓଟିସଇଣ୍ଡିଆର ଅଧ୍ୟକ୍ଷ ସେବି ଜୋସେଫ କହିଲେ । “ବିଶ୍ୱର ଅଧିକାଂଶ ବାଗ ପରି ଭାରତ ଡିଜିଟଲ-ପ୍ରଥମ ଆଧାରରେ ଅପରେଟ କରିଥାଏ । ତେଣୁ, ଆମର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣକରିବା ପାଇଁ ଆମେ ଏହି ସିଷ୍ଟମ ସୃଷ୍ଟି କରିଛୁ - ବିଶେଷ କରି ଟାୟାର-୧ ଏବଂ ଟାୟାର-୨ ସହରରେ ଆମର ଗ୍ରାହକମାନଙ୍କ ପାଇଁ ।”
ନିର୍ଦ୍ଦେଶକ , ବିକ୍ରୟ, ବିପଣନ ଏବଂ ଋଣନୀତି ଶ୍ରୀଧର ରାଜଗୋପାଳ କହିଲେ, “ସମଗ୍ରଭାବରେ ନିମ୍ନ-ଉଚ୍ଚର ଲିଫ୍ଟ ସେଗମେଣ୍ଟକୁ ଜେନ ୨ପ୍ରାଇମ ଢାଙ୍କି ଥାଏ । ଡିଜିଟଲ ବୁକିଙ୍ଗ ପ୍ରକ୍ରିୟା ସହିତ ଆମେ ଆମର ଢାଙ୍କିବା ଏବଂ ପହଞ୍ଚରେ ବୃଦ୍ଧି କରିଛୁ, ବିଶେଷକରି ଦ୍ରୁତଗତିରେ ବଢୁଥିବା ଟିୟର୨/୩ ସହରରେ । ଆମେ ଫଳାଫଳ ଉତ୍ସାହଜନକ ଦେଖିଛୁ ।” ସେ ଆହୁରି କହିଥିଲେ, “ଆାମେ ଲିଫ୍ଟ ଉଦ୍ୟୋଗରେ ଚିରାଚରିତ ପ୍ରଥାକୁ ବ୍ୟାହତ କରି ନେତୃତ୍ୱ ନେଉଛୁ । ଏହାକେବଳ ଏକ ବୁକିଙ୍ଗ ୱେବସାଇଟ ନୁହେଁ; ଏହା ଏକ ସମ୍ପୂର୍ଣ୍ଣ ନୁତନ ବ୍ୟବସାୟ ମଡେଲ ଅଟେ । ଏକ ଉପକରଣକିଣିବା ପରି ଲିଫ୍ଟ କ୍ରୟକୁ ସହଜ କରିବା ଆମର ଉଦ୍ଦେଶ୍ୟ ଅଟେ ।”
ଭାରତରେ କମ୍ପାନୀର ବେଙ୍ଗାଲୁରୁ ନିର୍ମାଣ ସୁବିଧାରେ ଜେନ୨ ପ୍ରାଇମ ନିର୍ମାଣ କରାଯାଏ । ନିମ୍ନ ଉଚ୍ଚର ଅଟ୍ଟାଳିକା ପାଇଁ ଡିଜାଇନ କରାଯାଇଥିବାଏହା ଏକ ଏଣ୍ଟ୍ରି ସ୍ତରର ଲିଫ୍ଟ ଅଟେ ।

0
0
0
s2sdefault