ହେଡଲାଇନସ୍:

୧୨୦ ଲିଟର ଦେଶୀ ମଦ ଜବତ, ଗାଡ଼ି ସହ ୩ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ, ବ୍ଲକ (ସୀତାକାନ୍ତ ପାଢ଼ୀ):- ଭଦ୍ରକ ରେ ମଦ, ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟ ବଢିବାର ଲାଗିଛି। ପୋଲିସ ତରଫରୁ ମଧ୍ୟ ଚେକିଂ ଜାରିରହିଛି। କିନ୍ତୁ ନା କମୁଛି ମଦ ର ଆଶରା , ନା କମୁଛି ବ୍ରାଉନ ସୂଗାର । ଗତ କାଲି  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା , ଗବସାହି ରୁ ୧୨୦ ଲିଟର ଦେଶୀ ମଦ ସହ ଏକ ଗାଡ଼ି ଓ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହେଇଥିବା ୩ ଜଣଙ୍କ ନାମରେ ୩ ଟି ମାମଲା ରୁଜ୍ଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

0
0
0
s2sdefault