ହେଡଲାଇନସ୍:

ଉଦୟନାଥ ଫର୍ନିଚର୍ ର ୨ୟ ପର୍ଯ୍ୟାୟର ପ୍ରଥମ ଲକି ଡ୍ର ଉଠାଣ:-

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ  ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟା ରେ ଉଠାଣ ହୋଇଛି।  ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମ ରେ ରୋହିତ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ତୁଲାରାମ ବଢିଆ ଉପସ୍ଥିତ ଥିଲେ।

0
0
0
s2sdefault