ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଥିବା ଜବାହର ନବୋଦୟ ବିଦ୍ୟାଳୟରେ ୨୦୨୧-୨୨ ନାମଲେଖା ପାଇଁ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା -୨୦୨୧ ଅଗଷ୍ଟ, ୧୧ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ସୁରକ୍ଷା ସାବଧାନତା / COVID ପ୍ରୋଟୋକଲ୍ ପାଳନ କରି ଏ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଦେଶର ୧୧,୧୮୨ କେନ୍ଦ୍ରରେ ୪୭,୩୨୦ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ପାଇଁ ପରୀକ୍ଷା ହେବ |
ରାଜ୍ୟ
ଅଗଷ୍ଟ ୧୧ରେ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା
- Hits: 542








