ହେଡଲାଇନସ୍:

୩୦ ଜିଲ୍ଲା ପାଇଁ ବିଜେଡି ପ୍ରକାଶ କଲା ସଦ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି |  ଏ ବିଷୟରେ ଆଜି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି | 

ଦଳର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନୂତନ ଭାବେ କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଅ ଯାଇଥିବା ବେଳେ  ପୂର୍ବପରି ସେ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ | ଆଜି ପ୍ରକାଶିତ ତାଲିକା ଏହିମତେ | 

1. ଅନୁଗୁଳ- ପ୍ରଶାନ୍ତ  ମୁଦୁଲି 

2. ବାଲେଶ୍ୱର -ପ୍ରତାପ କେଶରୀ ଦେବ

3. ବରଗଡ-ସୁଧୀର ସାମଲ 

4. ଭଦ୍ରକ-ପ୍ରଣବ ବଳବନ୍ତରାୟ 

5. ବଲାଙ୍ଗୀର-ସୁଶାନ୍ତ ସିଂ 

6. ବୌଦ୍ଧ -ସୌଭାଗ୍ୟ ନାୟକ 

7. କଟକ-ଉଷା ଦେବୀ 

8. ଦେଓଗଡ-ସୁଶାନ୍ତ ସିଂ 

9. ଢେଙ୍କାନାଳ-ବିଜୟ ନାୟକ 

10. ଗଜପତି-ଅତନୁ ସବ୍ୟସାଚୀ ନାୟକ 

11. ଗଂଜାମ-ପ୍ରଫୁଲ୍ଲ  ମଲ୍ଲିକ 

12. ଜଗତସିଂହପୁର-ସମୀର ରଞ୍ଜନ ଦାଶ

13. ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା 

14. ଝାରସୁଗୁଡା-ସୁବାଷ ସିଂ 

15. କଳାହାଣ୍ଡି-ନବ କିଶୋର ଦାସ, 

16. କନ୍ଧମାଳ-ପ୍ରତାପ ଜେନା 

17. କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ 

18. କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ

19. ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ 

20. କୋରାପୁଟ-ଚନ୍ଦ୍ର ସାରଥୀ ବେହେରା 

21. ମାଲକାନଗିରି-ଚନ୍ଦ୍ର ସାରଥୀ ବେହେରା

22. ମୟୁରଭଞ୍ଜ-ପ୍ରଣବ ପ୍ରକାଶ ଦାସ

23. ନବରଙ୍ଗପୁର-ତୁଷାରକାନ୍ତି ବେହେରା 

24. ନୟାଗଡ-ପଦ୍ମନାଭ ବେହେରା 

25. ନୂଆପଡା-ଦିବ୍ୟ ଶଙ୍କର ମିଶ୍ର 

26. ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ 

27. ରାୟଗଡା-ଅତନୁ ସବ୍ୟସାଚୀ ନାୟକ 

28. ସମ୍ବଲପୁର-ନଳିନୀକାନ୍ତ ପ୍ରଧାନ 

29. ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ 

30. ସୁନ୍ଦରଗଡ -ପ୍ରିତିରଞ୍ଜନ ଘଡେଇ  

0
0
0
s2sdefault