ହେଡଲାଇନସ୍:

ଆଖି ବୁଜିଲେ ଶତାୟୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର-ପଦ୍ମପୁର ବ୍ଳକ ବୁଡେନ ଗ୍ରାମର ଧର୍ମପରାୟଣ ଶତାୟୁ ମହିଳା ରେବତୀ ରଣାଙ୍କ ୧୦୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ଜଣେ ଧର୍ମପରାୟଣ ତଥା ପରୋପକାରୀ ମହିଳା ଥିଲେ । ତାଙ୍କ ଅନ୍ତେ ଏକମାତ୍ର ପୁଅ ନନ୍ଦଲାଲ, ବୋହୁ ଦୁତି,ନାତି ଅନିଲ,ନାତି ବହୁ ସଭ୍ୟା ଏବଂ ଝିଅ ଜ୍ବାଇଁଙ୍କୁ ଛାଡି ଯାଇଛନ୍ତି । ତାଙ୍କ ବିୟୋଗରେ ବୁଡେନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault