ମାସ୍କ ଓ ହେଲମେଟ ଚେକିଙ୍ଗ ବେଳେ ଗଞେଇ ଧରାପଡିଲା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) ସମ୍ବଲପୁର ସହରରେ ମାସ୍କ ହେଲ ମେଟ ଚେକିଙ୍ଗ ସମୟରେ ଗଞେଇ ଧରାପଡିଛି । ସହର ର ଲକ୍ଷ୍ମୀଟକିଜ ଛକରେ ଆଜି ପୋଲିସ ପକ୍ଷରୁ ମାସ୍କ ଓ ହେଲମେଟ ଚେକିଙ୍ଗ କଡାକଡି ଭାବେ ଜାରି ରହିଥିଲା । ଏହି ସମୟରେ ଜଣେ ବାଇକ ଚାଳକ ମାସ୍କ ପିନ୍ଧି ନଥିବାରୁ ପୋଲିସ ହାଵୁଡରେ ପଡିଥିଲେ । ପୋଲିସ ଉକ୍ତ ଯୁବକ କୁ ଅଟକାଇବା ସମୟରେ ବାଇକ ପଛ ପଟେ ପୋଲିଥିନରେ ଗଞ୍ଜେଇ ରଖିଥିବା ଦେଖିବାକୁ ମିଲିଥିଲା । ଯାହାର ଦାମ ୧ ହଜାର ଟଙ୍କାର ହୋଇଥିବା ବେଳେ ଟାଉନ ଥାନା ଅନ୍ତଗତ ସାହୁ କଲୋନୀ ରୁ ଗଞେଇ କିଣିକି ଆଣିଥିଲେ । ପରେ ପୋଲିସ ଗଞେଇ ଓ ବାଇକ କୁ ଜବତ କରି ଯୁବକ କୁ ଥାନାକୁ ନେଇଥିଲା ।ଯୁବକଙ୍କ ବୟାନ ଅନୁଶାରେ ପୋଲିସ ଆଗକୁ ତଦନ୍ତ କରିବ ତ ?  ନା ଏତିକିରେ ସବୁ ବନ୍ଦ !! ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault