ହେଡଲାଇନସ୍:

 ମୁକୁନ୍ଦ ଦାଶ ଉତ୍କଳୀୟ  ଫାଉଣ୍ଡେସନର ବରଗଡ଼ ଜିଲ୍ଲା ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ-ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ତଥା ସମାଜସେବୀ ଶ୍ରୀ ମୁକୁନ୍ଦ ଦାଶ ଭାରତୀୟ ଉତ୍କଳୀୟ ଫାଉଣ୍ଡେସନର ବରଗଡ଼ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି  ବୋଲି ରାଜ୍ୟ ଆବାହକ ଡଃ ରାଜାରାମ ଷଢଙ୍ଗୀ ସୂଚନା ପ୍ରଦାନ କରିଛନ୍ତି |   ଏହି ସଂଗଠନ ମହିଳା ମାନଙ୍କ ଅତ୍ୟାଚାର, ଅହିଂସା, ସମାଜ କଲ୍ୟାଣ,ଶିକ୍ଷ୍ୟ,ସ୍ବାସ୍ଥ୍ୟ,ଦୁର୍ନୀତିମୁକ୍ତ ଭାରତ ଗଠନ, ପ୍ରତିଭା ସମ୍ମାନିତ,ମାନବ ଅଧିକାର ଇତ୍ୟାଦି କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସିଛି | ଏହି ଦାୟିତ୍ବ ଦେଇ ଥିବାରୁ ଡଃ ରାଜାରାମ ଷଢଙ୍ଗୀ ଓ ଉତ୍କଳୀୟ ଫାଉଣ୍ଡେସନକୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି | 

 

0
0
0
s2sdefault