ହେଡଲାଇନସ୍:

ଭାରତ ବନ୍ଦ ର ମହାପ୍ରଭାଵ :ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବ୍ୟବସାୟୀ ଓ ଟ୍ରାନ୍ସପୋର୍ଟ ମାଲିକ  ମାନଙ୍କର ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ର ଡାକରାର ପ୍ରଭାବ ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳିଛି । ଆଜି ସକାଳୁ ବ୍ୟବସାୟୀ ମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିବା ବେଳେ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳ ଏକ ପ୍ରକାର ବନ୍ଦ ରହିଛି । ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାର ସମସ୍ତ ସ୍ଥାନରେ ବନ୍ଦ ଚାଲିଥିବା ବେଳେ ପୋଲିସ ତରଫରୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

0
0
0
s2sdefault