ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡା ସ୍ଥିତ ସରବାହାଲ ଠାରେ ଜୟ ଜବାନ କ୍ଳବ ଆନୁକୂଳ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛିି। ୨ୟ ଦିିନ ଖେଳର ପ୍ରଥମ ସେମି ଫାଇନଲ୍ ରେ ମୁଖ୍ୟ ଅତିିଥି ଭାବେ ସମାଜସେବୀ ରତ୍ନାକର ପ୍ରଧାନ ଯୋଗ ଦେଇଥିଲେ ।ମ୍ୟାଚ ଇ- ବଜାର,ଝାରସୁଗୁଡା ବନାମ ବୀର ସିଂ କ୍ଳବ, ଝାରସୁଗୁଡା ମଧ୍ୟରେ ହୋଇଥିଲା। ଇ- ବଜାର ଦଳ ତରଫରୁ ଅନ୍ତରାଷ୍ଟ୍ରୀୟ ଖେଳାଡି ରାକେଶ ଓରାମଙ୍କ ଚିିତାକର୍ଷକ ଖେଳ ମାଧ୍ୟମରେ ମ୍ୟାଚ ଡ୍ର ହୋଇଥିଲା | ଟ୍ରାଏ ବ୍ରେକରରେ ଇ-ବଜାର ଦଳ ଫାଇନଲକୁ ଉତ୍ତୀର୍ଣ ହୋଇଥିଲେ। ୧୮ ତାରିଖରେ ଫାଇନଲ ଖେଳ ଅନୁଷ୍ଠିତ ହେବ ଓ ଦର୍ଶକ ମାନଙ୍କ ପାଇଁ ଦିିନ ୩ଟାରେ ମହିିଳା ପରିିଦର୍ଶନୀ ମ୍ୟାଚ କଟକ ବନାମ ଝାରସୁଗୁଡା ମଧ୍ୟରେ ହେବ । ଆଜିିର ଖେଳକୁ ଦଶରଥ ମୁଣ୍ଡା,ଅଜ୍ଜୁନ ମୁଣ୍ଡା,ରାଜାରାମ ଓରାମ ଓ ସୁରଜୀତ କୁଜୁର ପରିିଚାଳନା କରିିଥିଲେ। ଏହିି ଅବସରରେ କ୍ଳବର କୁଶବନ୍ତ କିିଶାନ,ରାଜେଶ କିିଶାନ ଓ ମୁନ୍ନା କିିଶାନ ଉପସ୍ଥିତ ଥିଲେ।
ରାଜ୍ୟ
୨ୟ ଦିିନ ଜୟ ଜବାନ କ୍ଳବ ସରବାହାଲର ଫୁଟବଲ ମ୍ୟାଚ
- Hits: 215