କଣ୍ଟାବାଞ୍ଜି(ଚୁଡାମଣି ସୁନା): ତୁରେକେଲା ବ୍ଲକ ଢୋଲମାନ୍ଦଲ ଗ୍ରାମ ରେ ପିତା ମାତା ଙ୍କ ମୃତ୍ୟୁ ପରେ ପାଞ୍ଚ ଜଣ ଶିଶୁ ଅସହାୟ ହୋଇ ରହୁଥିଲେ।ଏବଂ ସେମାନଙ୍କୁ ତାଙ୍କ ଆଈ ଲାଳନ ପାଳନ କରୁଥିବାର ଜଣା ପଡିଥିଲା। ଏସମ୍ପର୍କରେ ପ୍ରଶାସନ ଖବର ପାଇବା ପରେ ଢୋଲମାନ୍ଦଲ ଗାଁ କୁ ଏକ ଟିମ ପହଞ୍ଚିଥିଲେ ।ସେହି ଟିମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ତରୁଣ ଖୁଆସ, ତୁରେକେଲା ସି ଡି ପି ଓ ସରିତା ପଟନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଳ, ପୂର୍ବ ସି ଡବ୍ଲ୍ୟୁ ସି ଅଧ୍ୟକ୍ଷ ଡ଼:ସଞ୍ଜୟ ମିଶ୍ର,ଆଇ ସି ଡି ଏସ ସୁପରଭାଇଜର ଟେଭାବତୀ ସୁନା ଗାଁ ରେ ପହଞ୍ଚିଥିଲା।ଏବଂ ଗାଁ ର ଅଙ୍ଗନବାଡ଼ି କର୍ମୀ ଏବଂ ଗାଁ ର ୱାର୍ଡମେମ୍ବର ତଥା ଗାଁ ର ଉପସ୍ଥିତି ରେ ପାଞ୍ଚ ଜଣ ଅସହାୟ ଶିଶୁ କିପରି ଥଇଥାନ ହୋଇ ପାରିବେ ସେ ବିଷୟ ରେ ପ୍ରତିଶୃତି ଦେଇଥିଲେ।
ରାଜ୍ୟ
ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ।
- Hits: 254








