ହେଡଲାଇନସ୍:

"ମନ୍ଦିର ଖୋଲିବାକୁ ନେଇ ଟାଳଟୁଳ ନୀତି ଧରିଛି ପ୍ରଶାସନ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅପରିଣାମଦର୍ଶୀ ନିଷ୍ପତ୍ତି ପ୍ରତିବାଦରେ ମୌନରେ ଧାରଣା ଦେବେ ମୋହନ 

 କେନ୍ଦୁଝର (ଶାସକ ପ୍ରଶାସକ) : ଲୋକଙ୍କ ଭାବନାକୁ ନେଇ ଜିଲ୍ଲା ପ୍ରଶାସନ  ଖେଳୁଛି | ସମଗ୍ର ରାଜ୍ୟରେ ସବୁ ମନ୍ଦିର ଖୋଲିଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମା ଘଟଗାଁ ତାରିଣୀ ମନ୍ଦିର ଖୋଲିବା ପାଇଁ ଯେଉଁ ତାରିଖ ପ୍ରଶାସନ ଘୋଷଣା କରିଛି ତାହା କେନ୍ଦୁଝରବାସୀଙ୍କ ଧର୍ମୀୟ ଓ ସାଂସ୍କୃତିକ ଭାବନା ଉପରେ କୁଠାରାଘାତ | ଲୋକଙ୍କ ଭକ୍ତି ଓ  ଶ୍ରଦ୍ଧା ପ୍ରତି ଅସମ୍ମାନ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ | ପ୍ରଶାସନର ଏପରି ଟାଳଟୁଳ ନୀତି ପାଇଁ ଶ୍ରୀ ମାଝୀ ମାଙ୍କ ମଂଦିର ସମ୍ମୁଖରେ ମୌନରେ ଧାରଣା ଦେବେ ବୋଲି କହିଛନ୍ତି ଶ୍ରୀ ମାଝୀ | 

0
0
0
s2sdefault