ହେଡଲାଇନସ୍:

ନୄସିଂହ ଗୁରୁଙ୍କୁ ଶ୍ରାଦ୍ଧବାର୍ଷିକୀ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରମାକାନ୍ତ ବିଶ୍ବାଳ (ସମ୍ବଲପୁର)- ପଶ୍ଚିମ ଓଡିଶାର ପ୍ରବୀଣ  ସ୍ୱ।ଧିନତା ସଂଗ୍ରାମି ତଥା ସାମ୍ବାଦିକ ନୄସିଂହ ଗୁରୁ ଙ୍କ ୩୭ ତମ ଶ୍ରାଦ୍ଦ ବାର୍ଷିକି ପାଲିତ ହୋଇଯାଇଛି । ନୄସିଂହ ଗୁରୁ ସୄତି କମିଟି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ସ୍ୱ।ଧିନତା ଆନ୍ଦୋଳନ ରେ ଥିବା ସ୍ୱର୍ଗିୟ ଗୁରୁ ଙ୍କ ଅବଦାନର ସୄତିଚାରଣ କରିବା ସହ ଜଣେ ସଚ୍ଚୋଟ ସାମ୍ବାଦିକ ଭାବରେ ନୄସିଂହ ଗୁରୁ ଙ୍କ ସାମ୍ବାଦିକତା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଶ୍ରାଦ୍ଧ ବାର୍ଷିକି ସଭାରେ ସାଂସଦ ନିତେସ ଗଙ୍ଗଦେବ ,ବିଧାୟକ ଜୟନାରାୟଣ ମିଶ୍ର, ,ନାଉରି ନାଏକ ପ୍ରମୁଖ ମଞ୍ଚାସିନ ଥିଲେ । ସୄତି କମିଟିର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଙ୍କ ସମେତ ସଂପାଦକ ହେମନ୍ତ ମହାପାତ୍ର ମଧ୍ୟ ଶ୍ରାଦ୍ଧ ସଭାରେ ଉପସ୍ଥିତ ରହିଥିଲେ ।ଏବଂ ସକାଳୁ ନୃସିଂହ ଗୁରୁ ପାର୍କ ରେ ଥିବା ନୃସିଂହ ଗୁରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା 

0
0
0
s2sdefault