ହେଡଲାଇନସ୍:

 ନରସିଂହଙ୍କ ସ୍ୱାସ୍ଥ୍ୟ ପାଇଁ ଦୀପଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର (ନିରୋଜ ମିଶ୍ର) : ନରସିଂହ ସେନା ଛତାମଖନା ଆନୁକୂଲ୍ୟରେ ଜନ୍ମ ମାଟିରେ ଗାଁ ର ବରପୁତ୍ର ନରସିଂହ ମିଶ୍ର ଙ୍କ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି | ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ନେତୃତ୍ବ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସୂଚନାଯୋଗ୍ୟ ଯେ ଗତକାଲି ଏକ କାର୍ଯ୍ୟକ୍ରମ ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ହଠାତ ଅସୁସ୍ଥ ହୋଇପଡିଥିଲେ | 

 

0
0
0
s2sdefault