ହେଡଲାଇନସ୍:

ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା: ସମସ୍ତ ଆକ୍ରମଣକାରୀଙ୍କ ଗିରଫ ଦାବି – ରେଢାଖୋଲ ପ୍ରେସ୍ କ୍ଲବ ସାମ୍ବାଦିକ ସଂଘ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ -:  ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ସାମ୍ୱାଦିକ ତଥା ସାଧାରଣ ଜନତାଙ୍କ ମହଲରେ ଉଦବେଗ୍ ପ୍ରକାଶ ପାଇଛି । ରେଢାଖୋଲ ପ୍ରେସ୍ କ୍ଲବ  ସାମ୍ବାଦିକ ସଂଘ ମଧ୍ୟ ନିନ୍ଦା କରିଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ପ୍ରତିବାଦ ସଭା ରେ ଦାବି କରାଯାଇଛି ।ଏଥିସହିତ ସାମ୍ୱାଦିକଙ୍କ ସୁରକ୍ଷା ନେଇ ଅଧ୍ୟାଦେଶ ଆଣିବାକୁ ଦାବି କରାଯାଇଛି ।

0
0
0
s2sdefault