ହେଡଲାଇନସ୍:

ଲୋକଚେତନା ସଂଗଠନ ଦ୍ଵାରା ପଂଚାୟତସ୍ତରରେ ଦାବୀ ପତ୍ର ପ୍ରଦାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
                                                      କୁଲୁସିଙ୍ଗି ଗ୍ରାମ ପଞ୍ଚାୟତରେ ଆଳଲିୟ ଗୋମାଂଗଙ୍କ ନେତୃତ୍ଵରେ ସରପଞ୍ଚଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ

ଗୁଣପୁର(ମାଧବ ବିଡ଼ିକା) :  ଡିସେମ୍ବର 10 ତାରିଖକୁ ସାରା ବିଶ୍ୱରେ ମାନବ ଅଧିକାର ଦିବସ ଭାବେ ପାଳନ କରାଯାଉଥିବା ବେଳେ ଗୁଣପୁର ର ଅଗ୍ରଣୀ ସଂଗଠନ ଲୋକଚେତନା ସଂଗଠନ ତରଫରୁ ଗୁଣପୁର ପଂଚ।ୟତ ସମିତି ଅଧୀନରେ ଥିବା ପୁଟାସିଂ,ଟଲଣ।।ଜଳତାର,ରେଗେଡା, କୁଲୁସିଙ୍ଗ, ଚିନ।ସ।ରି ପଂଚ।ୟତ ମାନଙ୍କରେ ଜଙ୍ଗଲଓ ପତ୍ରା ଜମିର ପଟା ପ୍ରଦାନ, ରେସନ କାର୍ଡ ଯୋଗାଇଦେବା ଓ କାର୍ଦ ଧାରୀଙ୍କୁ ସମସ୍ତଙ୍କୁ ରାସନ ଯୋଗାଇବା, mgnregs କାମ ରେ ମଜୁରୀ 500 କୁ ବଢାଇବା ଓ ବର୍ଷକୁ 200 ଦିନ କାମ ଯୋଗାଇବା ଭଳି ବିଭିନ୍ନ ଦାବୀ ନେଇ ସମସ୍ତ 5 ଗୋଟି ପଂଚ।ୟତ  ସରପଂଚ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ,ଜିଲ୍ଲାପାଳ ,ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଗଲା । ଏହି ଦାବୀ ପତ୍ର ପ୍ରଦାନ ସମୂହରେ ଯେମଶ ଶବର, ପରମ ଶବର,ସିପନ ଶବର, ଅଲଲୀୟ ଗମାଙ୍ଗ,ମିନଳିତ। ମଣ୍ଡଳ ପ୍ରମୂଖ ନେତୃତ୍ୱନେଇଥିଲେ ।

0
0
0
s2sdefault