ହେଡଲାଇନସ୍:

କଂସରରେ ସ୍ୱାସ୍ଥ୍ୟ ଶିବିର:୪୦ ରୋଗିଙ୍କୁ ମାଗଣା ଚିକିତ୍ସା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,  (ରମାକାନ୍ତ ବିଶ୍ବାଳ)- ଏମସିଏଲ ସହାୟତାରେ ବିଏଆଇଏଫ ପକ୍ଷରୁ ଆଜି କଂସର ଠାରେ ଏକ ସ୍ୱାସ୍ଥ୍ୟ - ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବିଏଆଇଏଫ ପ୍ରୋଜେକ୍ଟ ଅଫିସର ପବନ କୁମାର ବାଟା ଓ ସହକାରୀ ପ୍ରୋଜେକ୍ଟ ଅଫିସର ସ୍ମିତାରାଣୀ ପଟ୍ଟନାୟକଙ୍କ ପରିଚାଳନାରେ ଡାକ୍ତର ରାଜାରାମ ଷଡଙ୍ଗୀ ୪୦ ଜଣ ରୋଗିଙ୍କୁ ପରିକ୍ଷା କରି ମାଗଣା ଔଷଧ  ବଣ୍ଟନ କରିଥିଲେ ।

         

0
0
0
s2sdefault