ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ବିଭିନ୍ନ ଟି.ଏମ.ସି ମାନଙ୍କରେ ପାଇକମାଲ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ପତ୍ରସଂଖ୍ୟା:-୭୭୨ ତାରିଖ ୨୮.୦୩.୨୦୨୦ ଏବଂ ପତ୍ରସଂଖ୍ୟା :- ୭୯୦ ତା-୦୨.୦୪.୨୦୨୦ ଅନୁସାରେ ଟି.ଏମ.ସିରେ ବ୍ୟବହାର ସାମଗ୍ରୀ ଯଥା ଗଦି,ଗଦି କଭର,ତକିଆ,ତକିଆ କଭର,ବେଡସିଟ,ଇନଭେଟର୍,ବାଲଟି,ମଗ,ବ୍ଲିଚିଙ୍ଗ, ଫିନାଇଲ ଇତ୍ୟାଦି ଲକଡାଉନ ସମୟରେ ଅନେକ ଅସୁବିଧାରେ ଥାଇ ମଧ୍ୟ ଯୋଗାଇ ଦେଇଥିଲେ ସୁଦ୍ଧା ଅଦ୍ୟାବଧି ପାଇକମାଲ ସ୍ଥିତ ମିତଲ କଲେକସନର ମାଲିକ କମଲେଶ ଅଗ୍ରୱାଲ ନ ପାଇବା ଫଳରେ ୬.୧୦.୨୦୨୦ ତାରିଖରେ ଲିଖିତ ଭାବେ ବିଡିଓ ପାଇକମାଲ ଙ୍କ ପ୍ରାପ୍ୟ ମିଳିବା ଆଶାରେ ଲେଖି ଜଣାଇଛନ୍ତି ବୋଲି ଜଣାଯାଇଛି l
ରାଜ୍ୟ
ଟିଏମସି ପାଇଁ ଜିନିଷ ଯୋଗାଇ ଏଯାଏ ମିଳିନି ପଇସା
- Hits: 561