ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଜାତୀୟ ପୋଷ୍ଟାଲ ସପ୍ତାହ ଅବସର ର ପଞ୍ଚମ ଦିନ ରେ ଫିଲେଟେଲି ଡେ ବା ଡାକଟିକଟ ସଂଗ୍ରହ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ସାଖା ପକ୍ଷରୁ ୪ ଜଣ ଡାକଟିକଟ ସଂଗ୍ରାହକ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଜାତୀୟ ପୋଷ୍ଟାଲ ସପ୍ତାହ ପ୍ରତ୍ଯେକ ବର୍ଷ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଚାଲିଥାଏ। ଏହି ଉତ୍ସବରେ ପୋଷ୍ଟାଲ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ରାଜ୍ୟ
ବଲାଙ୍ଗିର ପୋଷ୍ଟାଲ ର ଫିଲେଟେଲି ଦିବସ ପାଳିତ।
- Hits: 238