ହେଡଲାଇନସ୍:

ଦିଲ୍ଲୀପ ତିର୍କୀ ହେଲେ ଓଟିଡିସି ଅଧ୍ୟକ୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


 ଭୁବନେଶ୍ୱର: ରାଜ୍ୟସଭା   ପାଳି  ସରିବା ପରେ ରାଜନୈତିକ  ଦୃଷ୍ଟିରୁ ଫାଙ୍କା ବସିଥିବା  ପୂର୍ବତନ ରାଜ୍ୟସଭା ସାଂସଦ ତଥା ଆନ୍ତର୍ଜାତୀୟ ହକି ତାରକା  ଦିଲ୍ଲୀପ ତିର୍କୀଙ୍କୁ  ରାଜ୍ୟ ସରକାର ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏଇ ସମ୍ପକରେ ବିଧିବଦ୍ଧ ନିର୍ଦ୍ଦେଶ,ଏ ପ୍ରକାଶ ପାଇଛି | ନରେନ୍ଦ୍ର ସ୍ୱାଇଁ ରାଜ୍ୟ ସଭାକୁ ନିର୍ବାଚିତ ହେବ ପରେ  ଏହି ନିଗମରେ ଅନେକ ଦିନ ଧରୀ କେହି ଅଧ୍ୟକ୍ଷ ନ ଥିଲେ।
ଦିଲ୍ଲୀପଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ରାଜ୍ୟସଭା ନିର୍ବାଚନ ପରଠାରୁ ଏ ନେଇ କଳ୍ପବ ଜଳପାନ ପ୍ରକାଶ ପାଇଥିଲା | ସେ ଦଳ ରେ ଷକଟିୟା ରହିବ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା | ହେଲେ ସୁନ୍ଦରଗଡ ରାଜନୀତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଚର୍ଚା ହେଉଛି |

0
0
0
s2sdefault