ହେଡଲାଇନସ୍:

ଓଡଗାଁ ତହସିଲ୍ କାର୍ଯ୍ୟାଳୟ ୧୯ରୁ ୨୧ ସଟ୍ ଡାଉନ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ଗାଁ ବ୍ଳକରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି । ନିକଟରେ ଓଡ଼ଗାଁ ତହସିଲ ଅଫିସରେ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଓଡଗାଁ ତହସିଲ୍ କାର୍ଯ୍ୟାଳୟ କୁ ୧୯ ତାରିଖ ଠାରୁ ୨୧ ତାରିଖ ସଂନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ୩ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଉକ୍ତ କାର୍ଯ୍ୟାଳୟକୁ କୋଭିଡ଼ ନିୟମ ଅନୁସାରେ ସାନିଟାଇଜ କରିବା ଏବଂ ଅନ୍ୟାନ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇ ଥିବା ଜଣାପଡିଛି ।

0
0
0
s2sdefault