ହେଡଲାଇନସ୍:

କୋଭିଡ ଗାଇଡଲାଇନ୍ ଅନୁସାରେ ଝାରସୁଗୁଡ଼ା ଜିଲ୍ଲାରେ ହେଲା ସ୍ବାଧୀନତା ଦିବସ ପାଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ମହାମାରୀ କୋରୋନା ଯୋଗୁଁ ଏଥର ସ୍ବାଧୀନତା ଦିବସ ପାଳନ ଛାତ୍ରଛାତ୍ରୀମାନଙ୍କ ବିନା ଉପସ୍ଥିତିରେ ପାଳିତ ହୋଇଛି। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କେବଳ ଶିକ୍ଷକ ଓ ଏସ ଏମ ସି ର ସଭାପତି ବା ସଦସ୍ୟଙ୍କ ଉପସ୍ଥିତିରେ  ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେହିପରି ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ମନମୋହନ ଏମ ଇ ସ୍କୁଲ ପଡ଼ିଆରେ ପାଳିତ ହୋଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ସେ ଜିଲ୍ଲା ବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ।

0
0
0
s2sdefault