-
ସବୁ ରେକର୍ଡ ଭାଙ୍ଗି ଆଜି ୨୫୦୦ ପାଖାପାଖି ,୮ ଜିଲ୍ଲା ରେ କରୋନା ତିନି ଅଙ୍କରେ
-
ପ୍ରଥମ ସ୍ଥାନରେ ଖୋରଧା, ୩୦୦ ଉପରେ ଦୁଇ ପଡୋଶୀ ,ଆଜି କରୋନାରେ ୯ ଜଣଙ୍କ ଯାଇଛି ଜୀବନ |
-
ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ, ୨୪ ଘଂଟାରେ ହୋଇଛି ୪୭,୮୮୭ |
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ସେପଟେ କରନା ଭାଙ୍ଗିଛି ପୂର୍ବର ରେକର୍ଡ | ପାଖାପାଖି ୨୫୦୦ | ମାନେ ଆଜି ରାଜ୍ୟରେ ଚିହ୍ନଟ ଯୋଇଛନ୍ତି ୨୪୯୬ଜଣ କରୋନା ପଜିଟିଭ | ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ | ଆଜି ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ | ଆଜି ରାଜ୍ୟରେ ୨୪୯୬ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୧୨୬ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୯୦୫ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୩୫ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୩୯୨୦୫ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୧୩୦୫ ଜଣ | ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |ଆଜି କରୋନାରେ ୯ ଜଣଙ୍କ ଯାଇଛି ଜୀବନ | ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ ହୋଇଛି | ୨୪ ଘଂଟାରେ ହୋଇଛି ୪୭,୮୮୭ଟି ନମୁନା | ଗଞ୍ଜାମରେ ୫୬୫୩, କୋରାପୁଟରେ ୪୧୩୦, କେନ୍ଦ୍ରାପଡାରେ ୨୮୨୬, ସୁନ୍ଦରଗଡରେ ୨୨୧୪ ଓ କେନ୍ଦୁଝରରେ ୨୦୬୦ ଜଣଙ୍କ ନମୁନା ଯାଞ୍ଚ କରାଯାଇଥିବା ଜଣାପଡିଛି |
ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ ୩୭୮ ଓ ଗଞ୍ଜାମରୁ ୩୨୭ ଜଣ | ବାଲେଶ୍ୱରରୁ ୧୬୫, ସୁନ୍ଦରଗଡ ୧୫୬, ରାୟଗଡା ୧୪୬, କଟକରୁ ୧୨୮ , ବୌଦ୍ଧରୁ ୧୧୫, କୋରାପୁଟ ୧୩୩, କନ୍ଧମାଳରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 14th August
New Positives Cases: 2496
In quarantine: 1591
Local contacts: 905
New Recoveries: 1305
Cumulative Tested: 855713
Positive: 57126
Recovered: 39205
Active Cases: 17535
District Wise Cases
1. Angul: 12
2. Balasore: 165
3. Bargarh: 36
4. Bhadrak: 102
5. Balangir: 92
6. Boudh: 115
7. Cuttack: 128
8. Dhenkanal: 69
9. Gajapati: 68
10. Ganjam: 327
11. Jagatsinghpur: 14
12. Jajpur: 11
13. Jharsuguda: 19
14. Kalahandi: 42
15. Kandhamal: 98
16. Kendrapada: 13
17. Keonjhar: 51
18. Khurda: 378
19. Koraput: 133
20. Malkangiri: 73
21. Mayurbhanj: 23
22. Nawarangpur: 11
23. Nayagarh: 4
24. Nuapada: 16
25. Puri: 93
26. Rayagada: 146
27. Sambalpur: 81
28. Sonepur: 20
29. Sundargarh: 156