ଭୁବନେଶ୍ୱର(ଶାସକ ପ୍ରଶାସକ) ଆସନ୍ତା କାଲି ରାତି ୯ଟା ରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଜିଲ୍ଲା ଯଥା - ଖୋର୍ଦ୍ଧା,କଟକ, ଗଞ୍ଜାମ ,ଯାଜପୁର ଓ ରାଉରକେଲା ମହାନଗର କୁ ସମ୍ଫୁର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ ଖୋଲା ରହିବ । ସକାଳ ୬ ରୁ ଦିନ ୧ ତା ପର୍ଯ୍ୟନ୍ତ ପାରିବ ଏବଂ ଗ୍ରସରୀ , କ୍ଷୀର ଦୋକାନ ଖୋଲା ରହିବ । ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ଗଣମାଧ୍ୟମ ସ୍ୱତନ୍ତ୍ର ପାସ୍ ନେଇ କାମ କରି ପାରିବେ। ଲକ ଡାଉନ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିବା ସହ କଟକଣା ନମାନିଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି |
ରାଜ୍ୟ
ପୁଣି ଲକ ଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ
- Hits: 1322