ହେଡଲାଇନସ୍:

ସହରାଂଚଳ ବାସୀଙ୍କ ପାଇଁ ହୋଲଡିଂ ଟିକସ/ସମ୍ପତ୍ତି କର ଜମାରେ ସାମୟିକ ଆଶ୍ବସ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କରୋନା ଯନ୍ତ୍ରଣା ଭିତରେ ସହରରେ ରହୁଥିବା ବାସିନ୍ଦାଙ୍କ ପାଇଁ ସାମୟିକ ଆଶ୍ବସ୍ତି | ଅଗଷ୍ଟ ୩୧ ପର୍ଯ୍ୟନ୍ତ ରିହାତି ମିଳିବ ହୋଲଡିଂ ଟିକସ/ ସମ୍ପତି କର ଜମା କରିବାରେ | ରାଜ୍ୟର ମହାନଗରନିଗମ .ମୁନିସୀପାଲିଟି ଆଉ ଏନଏସି ଅଂଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ  କରୋନାକୁ ଆଖିରେ ରଖି ହୋଲଡିଂ ଟିକସ/ସମ୍ପତ୍ତି କର ଜମା କରିବାର ତାରିଖ ମେ ୨୦୨୦ ପର୍ଯ୍ୟନ୍ତ ରିହାତି ଦିଆଯାଇଥିଲା | ହେଲେ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଅବଧିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |  ଏ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି | 

0
0
0
s2sdefault