ହେଡଲାଇନସ୍:

 ୧୫ ଦିନ ସମସ୍ତ ସରକାରୀ ଅଫିସ ବନ୍ଦ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜରୁରୀ ଥିଲେ ବିଭିନ୍ନ ନେତୃମଣ୍ଡଳିଙ୍କ ଜରିଆରେ ବିଡିଓଙ୍କ ସହିତ ଫୋନରେ ଆଲୋଚନା କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ପୋଲିସ ଓ  ମେଡିକାଲକୁ ଏଥିରୁ ବାଦ ଦିଆଯାଇଛି  । 

ସେପଟେ, ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ କରାଯାଇ ବିଭିନ୍ନ ସ୍ଥାନରେ  ଚେକିଂ କରାଯିବ । ମାସ୍କ ଓ ସାମାଜିକ ଦୂରତା ରଖୁନଥିବା ବ୍ୟକ୍ତି, ଦୋକାନୀ ଆଦିଙ୍କ ଠାରୁ ଫାଇନ ଆଦାୟ କରାଯିବ।  ମଙ୍ଗଳବାର ମାର୍କେଟ ଛକ ନିକଟରେ ଚେକିଂ କରାଯାଇ ପ୍ରାୟ  ୩୪୦୦ ଟଙ୍କା ଆଦାୟ କରାଯାଇଛି । କୋଭିଡ ନିୟମ ନମାନିଲେ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

0
0
0
s2sdefault