ହେଡଲାଇନସ୍:

ଆଜି  ସୁସ୍ଥ ହେଲେ ୨୦୩ ଜଣ କରୋନା ଆକ୍ରାନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୦୩ ଜଣ କରୋନା ଆକ୍ରାନ୍ତ | ସେମାନେ ସମସ୍ତେ ସୁସ୍ଥ ହୋଇ ଆଜି ଡାକ୍ତରଖାନାରୁ ଛାଡ ପାଇଛନ୍ତି | ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୭୦୫ ରେ ପହଁଚିଲା | 

ଆଜି ଆକ୍ରାନ୍ତଙ୍କ ମଧ୍ୟରେ ୩୮ ଜଣ  ଗଂଜାମରୁ , ୩୭ଜଣ ଖୋର୍ଦ୍ଧାରୁ,୧୯ଜଣ ଗଜପତିରୁ,  କଟକ ଓ  ଜଗତସିଂହପୁରରୁ ୧୮ଜଣ ଲେଖାଏ, ସମ୍ବଲପୁର ଓ ସୁନ୍ଦେରଗଡ ରୁ ୧୨ ଜଣ ଲେଖାଏ,୧୦ ଜଣ ଢେଙ୍କାନାଳରୁ ୮ ଜଣ ଯାଜପୁରରୁ, ୭ ଜଣ ବରଗଡରୁ ସୁସ୍ଥ ହୋଇଥିବା ବେଲେ  ୬ଜଣ  ମୟୁରଭଞ୍ଜରୁ, ୫ଜଣ ରାୟଗଡ଼ାରୁ, ବାଲେଶ୍ୱର ଓ କନ୍ଧମାଳରୁ ୩ଜଣ ଲେଖାଏ, ପୁରୀରୁ ୨ଜଣ ଏବଂ   ଦେଓଗଡ, ଝାରସୁଗୁଡା, ମାଲକାନଗିରି , କେନ୍ଦୁଝର ଓ ନବରଂଗପୁରରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି |

0
0
0
s2sdefault