ହେଡଲାଇନସ୍:

ପଞ୍ଚଗାଁ ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ ଏମ୍.ସି.ଏଲ୍ ଦେବ ୯୮ ଲକ୍ଷ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରସନ୍ନ କୁମାର ସିଂହ/ଲଖନପୁର: ମହାନଦୀ କୋଲଫିଲଡ ର ଭିତ୍ତିଭୂମି ବିକାଶ ଯୋଜନା ମାଧ୍ୟମରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ୯୮ ଲକ୍ଷ ମଞ୍ଜୁର କରିଛନ୍ତି। ୨୦୧୯ ମସିଆ  ଆର୍ପିଡିଏସସି ବୈଠକ ନିଷ୍ପତ୍ତି ଅନୁଯାୟୀ ଏହି ଅର୍ଥ ମଞ୍ଜୁରୀ କରାଯାଇଅଛି ଓ ଏହା ପଞ୍ଚାୟତିରାଜ ବିଭାଗ, ଲଖନପୁର ବ୍ଳକ ଜରିଆରେ କାର୍ଯ୍ୟ ସମ୍ପାଦନ ହେବ ଏବଂ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ସିଏସ୍ଆର୍ ଫଣ୍ଟ ରୁ ୧୬୫ କୋଟି ଖର୍ଚ୍ଚ ହୋଇଥିବା ଏମସିଏଲ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି। ଏହି ଟଙ୍କା ରେ ବହୁତ  ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିବ ଓ ଏହି କାର୍ଯ୍ୟସ°ପାଦନ ହେଲେ ବହୁତ ଗ୍ରାମବାସୀ ଉପକୃତ ହେବେ ବୋଲି ଲୋକେ ମତପ୍ରକାଶ କରୁଛନ୍ତି।

0
0
0
s2sdefault